Registration for Digital Skilling Program
Odisha Skill Development Authority
ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତା ପଲିଟେକ୍ନିକ୍ ଏବଂ କଲେଜରେ ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ଉପରେ ତାଲିମ ସୁଯୋଗ ସୃଷ୍ଟି କରିବ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାସ୍ତବରେ ଅତ୍ୟନ୍ତ ଉପଯୋଗୀ। ଏହା ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି।
ମୁଁ ଡିଜିଟାଲ୍ ସ୍କିଲିଂ ପ୍ରୋଗ୍ରାମ୍ ପାଠ୍ୟକ୍ରମରୁ ବହୁତ କିଛି ଶିଖିଛି। ନିକଟ ଭବିଷ୍ୟତରେ ମୋର କ୍ୟାରିୟରରେ ଏହା ନିଶ୍ଚିତ ଭାବରେ ମୋତେ ସାହାଯ୍ୟ କରିବ।
ବର୍ତ୍ତମାନ ଯୁଗର ନୂଆ ଆବଶ୍ୟକତା ହେଉଛି: ଦଳଗତ ମନୋଭାବ, ମଡ୍ୟୁଲାର୍ ସ୍ୱୟଂନିର୍ଦ୍ଧାରିତ ଚାକିରି ଏବଂ ଷ୍ଟାର୍ଟଅପ୍ କାର୍ଯ୍ୟ ସଂସ୍କୃତି।
ଗତ କିଛି ବର୍ଷରେ ଶିଳ୍ପ ସଂସ୍ଥା ମାନଙ୍କ ସହଭାଗିତା ଦ୍ଵାରା ଓଡିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଛି। ସ୍କିଲ୍ ଇନ୍ ଓଡିଶା ପ୍ରଫେସନାଲମାନଙ୍କ ଉଦ୍ଭାବନଗୁଡ଼ିକ ମହାମାରୀ ସମୟରେ ସାରା ଭାରତରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି...
ଜୀବନ ଏବଂ ଶିକ୍ଷଣର ABC ହେଉଛି A: ସଚେତନ ରୁହ B: ସାହସୀ ହୁଅ C: ଆଗ୍ରହୀ ହୁଅ
ସେହି ଲୋକମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ ଅଛି ଯେଉଁମାନେ ଆଗ୍ରହୀ, ପରସ୍ପର ସହ ସହଯୋଗ କରିବାକୁ ପ୍ରସ୍ତୁତ, ନିର୍ଦ୍ଦିଷ୍ଟ କୌଶଳରେ ଦକ୍ଷ ହେବ ସହ ଡାଟା କ୍ୟୁରେସନ୍ ବୁଝିପାରନ୍ତି।
ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ୟାମ୍ପସରେ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରିବା ହେଉଛି SAP ERP ଡିଜିଟାଲ ସ୍କିଲିଂ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
OSDA ଦ୍ୱାରା ଆରମ୍ଭ ହୋଇଥିବା SAP ERP ଡିଜିଟାଲ୍ ସ୍କିଲିଂ ପ୍ରୋଗ୍ରାମ ଶିକ୍ଷା କ୍ଷେତ୍ର ଏବଂ କର୍ପୋରେଟ୍ ଦୁନିଆ ମଧ୍ୟରେ ବ୍ୟବଧାନକୁ ଦୂର କରିବାକୁ ଯାଉଛି।
ମାଇକ୍ରୋସଫ୍ଟ ଓଡିଶାର ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ସହଭାଗୀତା ଡିଜିଟାଲ୍ ସ୍କିଲିଂ ମାଧ୍ୟମରେ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ।
ଅଟୋଡେସ୍କ ଏବଂ OSDA ମଧ୍ୟରେ ସହଭାଗୀତା ଦ୍ଵାରା 75,000 ଛାତ୍ରଛାତ୍ରୀଙ୍କୁ ଜେନେରେଟିଭ୍ ଡିଜାଇନ୍ ଟେକ୍ନୋଲୋଜିରେ ପ୍ରଶିକ୍ଷଣ ମିଳିବ।
ଓଡିଶା ସାଇବର ସିକ୍ୟୁରିଟି ଓ କ୍ଲାଉଡ୍ କମ୍ପ୍ୟୁଟିଂ କ୍ଷେତ୍ରରେ ଦକ୍ଷତା ବିକାଶ ଦିଗରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆବଶ୍ୟକ ପଦକ୍ଷେପ ନେଉଛି।
ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଭୁବନେଶ୍ୱରରେ ନୂଆ ଓଡିଶା ଗ୍ଲୋବାଲ୍ ସମ୍ମିଳନୀ ଆୟୋଜିତ...
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (SDTE) ବିଭାଗ ଶୁକ୍ରବାର ଦିନ ଆଇଟିଇଇଏସ ସିଙ୍ଗାପୁର, ଆଇବିଏମ୍ ଏବଂ ଟାଟା ଷ୍ଟିଲ ସମେତ ଅଗ୍ରଣୀ ଅନୁଷ୍ଠାନ, ଏଜେନ୍ସି ଏବଂ...
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (SDTE) ବିଭାଗ ଶୁକ୍ରବାର ଦିନ ଓରାକଲ, ଆଇଟିଇଇଏସ ସିଙ୍ଗାପୁର, ଆଇବିଏମ୍ ଏବଂ ଟାଟା ଷ୍ଟିଲ ସମେତ ଅଗ୍ରଣୀ ଅନୁଷ୍ଠାନ, ଏଜେନ୍ସି...
ଡିଜିଟାଲ୍ ସ୍କିଲିଂ ପ୍ରୋଗ୍ରାମର କାର୍ଯ୍ୟକାରିତା ପାଇଁ ଓଡିଶା ସରକାର ଏବଂ ମାଇକ୍ରୋସଫ୍ଟ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର...
ଡିଜିଟାଲ୍ ସ୍କିଲିଂ ପ୍ରୋଗ୍ରାମର କାର୍ଯ୍ୟକାରିତା ପାଇଁ ଓଡିଶା ସରକାର ଏବଂ ଅଟୋଡେସ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷର...
ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଏରୋ ସ୍ପେସ୍, ଓ ପ୍ରତିରକ୍ଷା ଉପରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ଡାସଲ୍ଟ ସିଷ୍ଟମ ସହ ଏମଓୟୁ ସ୍ୱାକ୍ଷର...
The Odisha Skill Development Authority (OSDA) today on the occasion World Youth Skills Day (WYSD) inked four Memorandum of Understanding...
ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ...
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (SDTE) ବିଭାଗ...
ଡିଜିଟାଲ୍ ସ୍କିଲିଂ ପ୍ରୋଗ୍ରାମର କାର୍ଯ୍ୟକାରିତା ପାଇଁ...
ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଏରୋ ସ୍ପେସ୍, ଓ...
The Odisha Skill Development Authority (OSDA)...
କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ